କିସ୍-ଫିଫା ଫାଉଣ୍ଡେସନ୍ ବୁଝାମଣା, ଭାରତ ଓ ଦକ୍ଷିଣ ଏସିଆରେ ସ୍କୁଲ୍-ଫୁଟବଲ୍ର ପ୍ରସାର କରିବ କିସ୍
ଜୁରିକ୍ (ସୁଇଜରଲାଣ୍ଡ), ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫିଫା ଫୁଟ୍ବଲ୍ ଫର ସ୍କୁଲ୍ସ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସମେତ ଭାରତ ଓ ସମଗ୍ର ଦକ୍ଷିଣ ଏସିଆରେ ସ୍କୁଲ୍ସ୍ତରରେ ଫୁଟ୍ବଲ୍ର ବିକାଶ କରିବ କିସ୍ । ଏଥି ନିମନ୍ତେ ବୁଧବାର ଫିଫା ଫାଉଣ୍ଡେସନ୍ ଓ କିସ୍ ମଧ୍ୟରେ ଏକ ବୁଝାମଣାପତ୍ର…