ମୁଁ ମୁମ୍ବାଇ ଯିବି, କାହା ବାପାର ସାହସ ଅଛି ତ ଅଟକାନ୍ତୁ: କଙ୍ଗନା ରାଣାୱତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁତ ଲୋକ ମୁମ୍ବାଇ ନଫେରିବା ପାଇଁ ମୋତେ ଧମକ ଦେଉଛନ୍ତି। ତେଣୁ ମୁଁ ଆସନ୍ତା ୯ତାରିଖରେ ମୁମ୍ବାଇ ଫେରିବାକୁ ନିଷ୍ପତ୍ତି ନେଇଛି। ଯେତେବେଳେ ମୁମ୍ବାଇ ଏୟାରପୋର୍ଟରେ ପହଞ୍ଚିବି ସେତେବେଳେ ପୋଷ୍ଟ କରିବି। କାହା ବାପାର ସାହସ ଅଛି ତ ମୋତେ ଅଟକଋଇ କି ଦେଖାଉ ବୋଲି…