Browsing Tag

kisan kumar

ଆଇଏଏସ କ୍ରିଷନ କୁମାରଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ନୂଆ ଦାୟିତ୍ୱ ପାଇଲେ ପୁରୀ ଶ୍ରୀମନ୍ଦିର ପ୍ରଶାସକ ଆଇଏଏସ କ୍ରିଷନ କୁମାର । ଏବେ କେନ୍ଦ୍ର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ହେବେ ଆଇଏଏସ କ୍ରିଷନ କୁମାର । ଏନେଇ ଆଇଏଏସ୍ କ୍ରିଷନ କୁମାରଙ୍କ ଏହି ନୂଆ ଦାୟିତ୍ୱ ନେଇ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ…