Browsing Tag

kirani

ଲାଞ୍ଚ ନେବା ବେଳେ କିରାଣୀକୁ ମାଡି ବସିଲା ଭିଜିଲାନ୍ସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ହାଇବା ମାଲିକଙ୍କ ଟ୍ରକ ଖସାଇ ଦେବା ନାଁରେ ଲାଞ୍ଚ ନେଉଥିଲେ କିରାଣୀ। ହେଲେ ଠିକ୍ ସମୟରେ ମାଡି ବସିଲା ଭିଜିଲାନ୍ସ। କିରାଣୀଙ୍କୁ ଗିରଫ କରି ଲାଞ୍ଚ ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ଜଗତସିଂହପୁର-ଭିଜିଲାନ୍ସ ହାତରେ ନାଉଗାଁ ତହସିଲ କିରାଣୀ ପ୍ରାଣକୃଷ୍ନ…