ମାଲ୍ୟା ପ୍ରତ୍ୟର୍ପଣ ମାମଲା ରାୟ, ସିବିଆଇ-ଇଡି ଟିମ୍ର ଲଣ୍ଡନ ଗସ୍ତ
ଓଡିଶା ଫାଷ୍ଟ(ବ୍ୟୁରୋ): ମଦ ବ୍ୟବସାୟୀ ବିଜୟ ମାଲ୍ୟା ସୋମବାର ଲଣ୍ଡନସ୍ଥିତ ଓ୍ବେଷ୍ଟ ମିନିଷ୍ଟର ଅଦାଲତରେ ହାଜର ହେବେ । ଏହି ଦିନ ତାଙ୍କର ପତ୍ୟର୍ପଣ ନେଇ ବିଚାରପତି ରାୟ ଶୁଣାଇବେ ବୋଲି ଆଶାକରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଏ.ସାଇ ମନୋହରଙ୍କ ନେତୃତ୍ୱରେ ଉଭୟ…