ଦେଶର ଶ୍ରେଷ୍ଠ ହସ୍ପିଟାଲ୍ ତାଲିକାରେ କିମ୍ସ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶର ଶ୍ରେଷ୍ଠ ହସ୍ପିଟାଲ୍ ମଧ୍ୟରେ କିମ୍ସ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି। ନିକଟରେ ବହୁଳ ପ୍ରସାରିତ ଇଂରାଜୀ ପତ୍ରିକା ଆଉଟ୍ଲୁକ୍ ଓ ଏନ୍ଇବି ରିସର୍ଚ୍ଚ ଦ୍ୱାରା ଦେଶର ବିଭିନ୍ନ ଖ୍ୟାତି ସମ୍ପନ୍ନ ହସପିଟାଲକୁ ନେଇ ଏକ ରାଙ୍କିଙ୍ଗ ପ୍ରସ୍ତୁତ…