ବଜାରରେ ବିକ୍ରି ହେଉଥିବା ଏହି ୩ ଟି ଦ୍ରବ୍ୟ ହିଁ କିଡନୀ ଖରାପ କରିପାରେ
କିଡନୀ ହିଁ ଶରୀରର ସବୁ କ୍ରିୟାକୁ ସନ୍ତୁଳିତ ରଖିଥାଏ । ଆମ ଶରୀରର ୪୦୦ ରୁ ଅଧିକ କାମ କରିଥାଏ କିଡନୀ । ଶରୀରର ସନ୍ତୁଳନ ରଖିବା କାମ କିଡନୀ ହିଁ କରିଥାଏ । କିଡନୀର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ ରକ୍ତ କରିବା ହୋଇଥାଏ ।ବର୍ତ୍ତମାନ ଲୋକଙ୍କୁ…