ବିବାହ ପାଇଁ ମନା କରିବାରୁ କଲେ ଅପହରଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଯୁବତୀ ବିବାହ ପାଇଁ ମନା କରିବାରୁ ଅଭିଯୁକ୍ତ ଶାନ୍ତନୁ ବରାଡ଼ ଉକ୍ତ ଯୁବତୀଙ୍କର କରିଛି ଅପହରଣ। ଏଭଳି ଏକ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁରରେ। ଅଭିଯୁକ୍ତ ଶାନ୍ତନୁ କୁ ରଣପୁର ପୋଲିସ ଭୁବନେଶ୍ୱରରୁ ଗିରଫ କରିଛି।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା…