Browsing Tag

khurda

ଦିନ ୩ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ବିଧାନସଭା ଆସନ ଗୁଡିକର ଫଳାଫଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ବିଧାନସଭା ଆସନ ଗୁଡିକର ଦିନ ୩ଟା ପର୍ଯ୍ୟନ୍ତ ଫଳାଫଳ : * ଭୁବନେଶ୍ୱର(ମଧ୍ୟ) : ୪ର୍ଥ ପର୍ଯ୍ୟାୟ ଗଣତି ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଠାରୁ ୪୯୨୮ ଭୋଟରେ…

ବିଜେପି ନେତାଙ୍କ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ଇନଚାର୍ଜ ଡ଼ିଜିପି

ଓଡିଶା ଫାଷ୍ଟ(ବ୍ୟୁରୋ): ଇନଚାର୍ଜ ଡ଼ିଜିପି ବି.କେ ଶର୍ମା ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟାର ତଦନ୍ତ ଦାୟିତ୍ବ କ୍ରାଇବ୍ରାଞ୍ଚକୁ ଦିଆଯାଇଥିବା ସୂଚନା ଦେଇଛନ୍ତି । କ୍ରାଇବ୍ରାଞ୍ଚର ଏକ ଟିମ ଖୋର୍ଦ୍ଧା ରେ ପହଞ୍ଚି ଥିବା ବେଳେ କ୍ରାଇବ୍ରାଞ୍ଚ ଡିଏସପି ପ୍ରମୋଦ ରଥ ଏହି ହତ୍ୟା…

ବିଜେପି ନେତାଙ୍କୁ ହତ୍ୟା, ତଦନ୍ତ ନିର୍ଦ୍ଦେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତି ପ୍ରାୟ ୧୧ଟା ବେଳେ ଖୋର୍ଦ୍ଧାର ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ବିଜେପି କାର୍ଯ୍ୟାଳୟ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡର କାରଣ ଜଣାପଡି ନଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି…

ବେଗୁନିଆ ରୁ ଲଢ଼ିବେ ମୀରା !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୀରା ପରିଡା ଓଡ଼ିଶା କିନ୍ନର ସଂଘ ସଭାପତି ଆଜି ଶହ ଶହ କିନ୍ନର ଓ ହଜାର ହଜାର କର୍ମୀ ଓ ସହଯୋଗୀଙ୍କ ସହ ବିଧିବଦ୍ଧ ଭାବେ ବିଜେଡ଼ି ରେ ଯୋଗଦେଇଛନ୍ତି । ମୀରା ପରିଡ଼ା ମୀରା ମା' ନାଁରେ ଖୁବ ପରିଚିତ । ଚର୍ଚ୍ଚା ହେଉଥିଲା ମୀରା ଗତ ୨ ବର୍ଷ ପୂର୍ବରୁ ବେଗୁନିଆରେ ସଭା…

ଆଜିଠୁ ବିଜେଡିର ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଘରେ ଶଂଖ କାର୍ଯ୍ୟକ୍ରମ । ଦଳ ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳ ସଦସ୍ୟା ପ୍ରାୟ ୮୬ ଲକ୍ଷ ପରିବାରକୁ ଯାଇ ଲୋକଙ୍କ…

ଆଜିଠୁ ରାହୁଲଙ୍କ ପାଇଁ ପ୍ରଚାର କରିବ ୧୦ ରଥ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ ଦେବାକୁ ଆସନ୍ତା ୨୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆସନ୍ତା ୨୫ ପରେ ନିର୍ବାଚନ ପର୍ଯ୍ୟନ୍ତ ସବୁ ମାସରେ ରାହୁଲ ଥରୁଟିଏ ଓଡ଼ିଶା ଗସ୍ତରେ ଆସିବେ ବୋଲି…

ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଇକ ସଂଗ୍ରାମର ସ୍ମାରକୀ ନିର୍ମାଣ ପାଇଁ ୫୦ ଏକର ଜାଗା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଭାଜପା ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ । ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୧୮୧୭ ରୁ ୧୮୨୫ ପର୍ଯ୍ୟନ୍ତ ଇଂରେଜ ବିରୋଧରେ…

ଏସପି ଅଫିସ ଆଗରୁ ସିରିଜ୍ ଲୁଟ୍, ପୋଲିସର କାର୍ଯ୍ୟଦକ୍ଷତାକୁ କରୁଛନ୍ତି ଚାଲେଞ୍ଜ

ଓଡିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲାରେ ସଟର ଭଙ୍ଗା ଚୋର ସକ୍ରିୟ ହୋଇଛନ୍ତି । ଖୋର୍ଦ୍ଧା ସହରର ୯ଟି ଦୋକାନ, ବାଣପୁର ଓ ନିରାକାରପୁର ଥାନା ଅଞ୍ଚଳରୁ ଚୋରି ପରେ ବେଗୁନିଆ ଥାନା ବଡବେରଣାର ଲୁଗା ଦୋକାନ ଓ ବଲାଙ୍ଗୀର ଖୋର୍ଦ୍ଧା ୫୭ନଂ ଜାତୀୟ ରାଜପଥର ଚଣ୍ଡିଚୂଆ ଶରଧାପୁର ରୋଡରେ ସିରିଜ୍‌…

ମାତିଲେ ଲୁଟେରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତିରେ ଖୋର୍ଦ୍ଧାରେ ଲଗାତାର ଭାବେ ଚୋରି ହୋଇଛି । ୫ ଟି ଦୋକାନର ସଟର ତାଡ଼ି ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଛି। ଗୋଟିଏ ରାତିରେ ଏକାଧିକ ଦୋକାନରୁ ଲୁଟ୍ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍ ଘଟଣା…

ମାଓବାଦୀ ନୁହେଁ, ଶ୍ରମିକ ସ୍ପଷ୍ଟ କଲେ କେନ୍ଦ୍ରାଞ୍ଚଳ ଆଇଜି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେଗୁନିଆ ଥାନା ଅଞ୍ଚଳରୁ ଧରା ପଡିଥିବା ଯୁବକ ଜଣକ ମାଓବାଦୀ ବୋଲି ସବୁଆଡେ ଚର୍ଚ୍ଚା ଚାଲିଥିବା ବେଳେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଅଟକ ଯୁବକ ଜଣକ ମାଓବାଦୀ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ଆଜି ବେଗୁନିଆ ଥାନା ଅନ୍ତର୍ଗତ…

You cannot copy content of this page