ବ୍ରହ୍ମୋସ’ ମିସାଇଲ୍ର ସଫଳ ପରୀକ୍ଷଣ
ବାଲେଶ୍ୱର ଚାନ୍ଦିପୁର ଆଇଟିସିଏମ୍ କ୍ଷେପଣାସ୍ତ୍ର ଘାଟିରୁ ବ୍ରହ୍ମୋସ ମିସାଇଲ୍ ପରୀକ୍ଷଣ ସଫଳ ହୋଇଛି । ପୂର୍ବାହ୍ନ ୧୦ ଟା ୩୫ ମିନିଟରେ ୩ ନମ୍ବର ଲଞ୍ଚପ୍ୟାଡରୁ ହୋଇଥିଲା ପରୀକ୍ଷଣ ।
ଖବର ଅନୁଯାୟୀ, ଆଇଟିସିଏମ୍ ସ୍ୱେଦଶୀ ଜ୍ଞାନକୌଶଳରେ ନିର୍ମିତ କ୍ରୁଜ ବାଲିଷ୍ଟିକ୍ ମିସାଇଲ୍…