ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଖାରବେଳ ଭବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉଦଘାଟିତ ହେଲା ଖାରବେଳ ଭବନ । ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି । ଏହି ଖାରବେଳ ଭବନରେ ୧୧ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ କରିବ ।
ସୂଚନା ଅନୁଯାୟୀ, ଦେଶର ୭୩ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ୧୨୮ କୋଟି ଟଙ୍କାରେ ନିର୍ମିତ ଖାରବେଳ…