Browsing Tag

kharabelanagar PS

ବିନା ଅନିମତିରେ ବୁକ ଫେୟାର, ପୋଲିସ ଜାଣି ଅଜଣା

ଓଡ଼ିଶା ଫାଷ୍ଟ( ବ୍ୟୁରୋ): ଭୁବନେଶ୍ୱର, ମହାପରାକ୍ରମି କମିଶନରେଟ ପୋଲିସ ର ବିନା ଅନୁମତିରେ ଭୁବନେଶ୍ୱର ଓ କଟକରେ ପକ୍ଷୀ ବି ଉଡିବା ମନା । ହେଲେ ଖୋଦ ରାଜଧାନୀର ପଦର୍ଶନୀ ପଡ଼ିଆରେ ବିନା ପୋଲିସ ଅନୁମତିରେ ବୁକ ଫେୟାର ଚାଲୁଛି । ପୋଲିସ ଏସବୁ ଜାଣି ଅଜଣା ରହୁଛି । ଯଦି କିଛି ଅଘଟଣ ଘଟେ…

ଚିଟଫଣ୍ଡ ଲିଙ୍କ ରୁ ଜାମିନରେ ଆସି ମହିଳାଙ୍କୁ ଅସଦାଚରଣ ଅଭଯୋଗରେ ଗିରଫ ହେଲେ ଶୁଭଙ୍କର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୪ ମସିହାରେ ସି'ସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଶୁଭଙ୍କର ନାୟକ ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଚିଟଫଣ୍ଡ କମ୍ପାନୀ ଓ କିଛି ନେତାଙ୍କ ମିଡ଼ିଲ ମ୍ୟାନ ଭାବରେ…