Browsing Tag

khandagiri PS

ଚୋରଙ୍କୁ ସୁହାଉଛି କର୍ଫ୍ୟୁ, ଦେଖନ୍ତୁ ସିସିଟିଭି ଫୁଟେଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୋରଙ୍କୁ ସୁହାଉଛି କର୍ଫ୍ୟୁ । ରାତ୍ରି କାଳୀନ କର୍ଫ୍ୟୁ ଫଳରେ ସନ୍ଧ୍ୟା ୭ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଥିବାରୁ ମାତିଛନ୍ତି ଲୁଟେରା ଦଳ । ଏହି କର୍ଫ୍ୟୁ ସମୟରେ ଔଷଧ ଦୋକାନରେ ପଶି ଜଣେ ଲୁଟେରା ଡ୍ର ରୁ ଟଙ୍କା ଚୋରି କରୁଥିବା ଦୃଶ୍ୟ କଏଦ ହୋଇଛି ସିସି ଟିଭିରେ…

ଜଙ୍ଗଲରୁ କଟାମୁଣ୍ଡ ଯୁବତୀ ଉଦ୍ଧାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମିକା ଘରୁ ଚାଲିଆସିଥିଲା ପ୍ରେମିକ ସହ ହେଲେ ସେ ଜାଣିନଥିଲା ପ୍ରେମିକର ମନର କଥା । ପ୍ରେମିକ ସାଜିଥିଲା ସୈତାନ । କଟିଲା ପ୍ରେମିକାର ମୁଣ୍ଡ । ଏଭଳି ଏକ ଘଟଣା ଘଟିଛି ଚନ୍ଦକା ଜଙ୍ଗଲରେ । ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଞ୍ଚଳର କିଶୋର…

ରାଜଧାନୀରେ ବିଦେଶିନୀଙ୍କ ଠାରୁ ଲୁଟ୍‌, ଜଣେ ଅଟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନରଓ୍ବେରୁ ଇଣ୍ଟର୍ନଶିପ୍‌ ପାଇଁ ଭୁବନେଶ୍ୱର ଆସିଥିବା ସ୍କେଲିନା ହଷ୍ଟନ ନାମକ ଜଣେ ବିଦେଶିନୀଙ୍କଠାରୁ ଲୁଟ୍‌ପାଟ ହୋଇଛି । ଏ ନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଲାପ୍‌ଟପ୍‌ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍‌ ହୋଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।…

ରାଜଧାନୀରେ ବୋମା ମାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧିନସ୍ଥ ରଘୁନାଥନଗରରେ ବୋମାମାଡ । ୩ଟି ଦୋକାନ ଘର ଉପରକୁ ବୋମାମାଡ । ଏହି ବୋମା ମାଡରେ ଗୋଟିଏ ଦୋକାନ ଘର ଓ ୨ଟି ବାଇକ ପୋଡି ଯାଇଛି । ସୂଚନା ଅନୁଯାୟୀ, ୨ ଦିନତଳୁ ସରକନ୍ତରା ଓ ରଘୁନାଥନଗର ମଧ୍ୟରେ ଲାଗିରହିଥିବା ବିବାଦ ଆଜି…