ଭୁଲରେ ଘରର ଏହି ସ୍ଥାନରେ ରଖନ୍ତୁ ନାହିଁ ଚାବିକାଠି
ଅଧିକାଂଶ ମହିଳାଙ୍କ ପାଖରେ ନିଜ ଘରର ଚାବିକାଠି ଥାଏ । ଘରର ପୁରୁଷ ହୁଅନ୍ତୁ କିମ୍ବା ମହିଳା, ଯିଏ ମଧ୍ୟ ରୋଜଗାର କରନ୍ତୁ ନା କାହିଁକି କିନ୍ତୁ ଘରର ସବୁ ଦାୟିତ୍ୱ ମହିଳାଙ୍କ ହାତରେ ହିଁ ରହିଥାଏ । ତେଣୁ ଘରର ଧନ ରକ୍ଷା କରିବାର ଦାୟିତ୍ୱ ମହିଳାଙ୍କ ହାତରେ ହିଁ ଥାଏ । ତେଣୁ ସେମାନେ ଘରର ସବୁ…