Browsing Tag

Kerala; Death toll rises to 43

କେରଳ ୱାଏନାଡରେ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

କେରଳ ୱାଏନାଡରେ ଭୂସ୍ଖଳନରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ମେଡାପି ଡାକ୍ତରଖାନାରେ ୩୫ ମୃତଦେହ ରଖାଯାଇଛି। ନିଲାମ୍ବୁର ଏବଂ ମନଚେରୀ ଡାକ୍ତରଖାନାରେ ୮ ଟି ମୃତଦେହ ରଖାଯାଇଛି । ନୀଲାମ୍ବୁର ପୋଥୁକଲର ଚଲିୟାରରେ ୧୧ ଟି ମୃତଦେହ ଭାସୁଥିବା ନେଇ ସୂଚନା ରହିଛି ।…