Browsing Tag

keonjhar accident

କେନ୍ଦୁଝର: ପିଚୁ କଡେଇରେ ପଡି ୩ ଶିଶୁ ଗୁରୁତର

କେନ୍ଦୁଝର : କେନ୍ଦୁଝରରେ ରାସ୍ତା ନିର୍ମାଣ କାମ ଜାରିଥିବା ବେଳେ ଗୋଟିଏ ପିଚୁ କଡେଇରେ ୩ ଶିଶୁ ପଡିଯାଇଥିଲେ । ଶରୀର ଉପରେ ପିଚୁ ସ୍ତର ଲାଗି ଯାଇ ସେମାନେ ଗୁରୁତର ହୋଇଯାଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାମେବାରୀ ଥାନା କନକନା ଗାଁରେ । ସୂଚନା ଅନୂସାରେ ଏହି ଗାଁରେ ଏକ ରାସ୍ତା…