କରୋନାରେ ପ୍ରାଣ ହରାଇଥିବା ଡାକ୍ତରଙ୍କୁ ‘ଭାରତ ରତ୍ନ’ ଦିଆଯାଉ: କେଜ୍ରିଓ୍ବାଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ଭାରତୀୟ ଡାକ୍ତର ତଥା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ‘ଭାରତ ରତ୍ନ’ ଦିଆଯାଉ। ଏନେଇ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏନେଇ ଟୁଇଟ କରି କେଜ୍ରିୱାଲ କହିଛନ୍ତି ଯେ ଫ୍ରଣ୍ଟଲାଇନ ଡ୍ୟୁଟିରେ…