Browsing Tag

Keisha fast

ଏକାଧିକ ବାହାଘର ଧରା ପକେଇବ ଆଧାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମିଛ କହି କରିପାରିବେନି ଏକାଧିକ ବିବାହ । କିଛିଦିନ ତଳେ ରାଜ୍ୟରେ ମିଛ ପ୍ରଲୋଭନ ଦେଖାଇ କିଛି ବ୍ୟକ୍ତି ଏକାଧିକ ବିବାହ କରିଥିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ମହିଳା କମିସନ ବିବାହର ବାଧ୍ୟତାମୂଳକ ପଞ୍ଜୀକରଣ ସହ ବିବାହ ପ୍ରମାଣପତ୍ରକୁ ଆଧାର ପ୍ରମାଣପତ୍ର ସହ…

ପଦୋନ୍ନତି ପରେ ବି ପୂର୍ବ ପଦବୀର ମୋହ ଛାଡ଼ୁନି କମିଶନରେଟ ପୋଲିସର ଜଣେ ଅଫିସର ଙ୍କର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କମିଶନରେଟ ପୋଲିସର ଅନେକ ଅଫିସରଙ୍କ କାର୍ଯ୍ୟକଳାପକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଛି । ଏଇ କିଛିଦିନ ହେବ କମିଶନରେଟ ପୋଲିସ ରେ କାର୍ଯ୍ୟରତ ଜଣେ ଅତିରିକ୍ତ ଡିସିପି ପଦୋନ୍ନତି ପାଇ ଏସପି ପଦକୁ ଉତ୍ତୀର୍ଣ୍ଣ ହୋଇଛନ୍ତି, ହେଲେ ପୁରୁଣା ପଦବୀ କୁ ଛାଡୁ ନାହଁନ୍ତି।…

ରାଜଧାନୀରେ ଫୁଟିଲା ବୋମା , ଜଣେ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ବଢିଚାଲିଥିବା ଅପରାଧିକ ମାମଲାକୁ ନିୟନ୍ତ୍ରଣାକୁ ଆଣିବାକୁ କମିଶନରେଟ ପୋଲିସ ପ୍ରୟାସ ଚଳାଇଥିବା ବେଳେ ଅପରାଧୀ ମଧ୍ୟ ପୋଲିସକୁ ଦେଉଛନ୍ତି ଚ୍ୟାଲେଞ୍ଜ । ରବିବାର ଦିନ ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧିନସ୍ଥ ରବି ଟକିଜ ନିକଟରେ ଏକ ଅଟୋରେ ହଠାତ ବିସ୍ପୋରଣ…

କାନ୍ଥ ଭୁଶୁଡ଼ି ୧୫ ଜଣ ମୃତ, ଅନେକ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାନ୍ଥ ଭୁଶୁଡ଼ି ୧୫ ଜଣ ମୃତ । ଏଭଳି ଦୁଃଖଦ ଘଟଣା ମହାରାଷ୍ଟ୍ର ପୁଣେର କୋଣ୍ଡଓ୍ୱାରେ ଘଟିଛି । ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ, ୨ ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି । ଆହତଙ୍କ ଉଦ୍ଧାର କାର୍ଯ୍ୟ ଅଗ୍ନିଶମ ଓ ଏନ୍‌ଡିଆରଏଫ୍ ଟିମ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ,…

ଆଜି ବିଧାନସଭାରେ ଉପସ୍ଥାପନ ହେବ ପୂର୍ଣ୍ଣାଙ୍ଗ ବଜେଟ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଧାନସଭାରେ ଉପସ୍ଥାପନ ହେବ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଏଥିର ବଜେଟରେ ସରକାର କାହାକୁ ପ୍ରାଥମିକତା ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଜେଡି ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ ଗୃହରେ ଆଗତ…

ମତଦାନ ବେଳେ ଜଣେ ପୁଲିଂ ଅଫିସର ନିଲମ୍ବିତ ଓ ଅନ୍ୟଜଣେ ଅଫିସରଙ୍କୁ ଗିରଫ ନିର୍ଦ୍ଦେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ସକାଳ ୭ଠାରୁ ଜାରି ରହିଛି । ତେବେ ଭୋଟରଙ୍କୁ ପ୍ରଭାବିତ କରିବା ଜଣେ ପ୍ରିଜାଇଡିଂ ଅଫିସରଙ୍କ ପାଇଁ ମହଙ୍ଗା ପଡିଛି । ସମ୍ପୃକ୍ତ ଅଫିସରଙ୍କୁ ନିଲମ୍ବନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।ଏଭଳି…