ଭାରସାମ୍ୟ ହରାଇ ଡିଭାଇଡର ରେ ମାଡ଼ ହେଲା ବସ, ୫ ଆହତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କଳ୍ପନା ସ୍କ୍ୱାର୍ ରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ରେ ୫ ଜଣ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳ ୧୧:୧୫ ସମୟରେ ପୁରୀ ରଥଯାତ୍ରା ରୁ ଯାତ୍ରୀ ନେଇ ଫେରୁଥିବା ସାଇ (0R 02 L5697) ନମ୍ବର ବସ ର ବ୍ରେକ…