KRK ହେଲେ ଗିରଫ
ଅଭିନେତା ତଥା ଫିଲ୍ମ କ୍ରିଟିକ୍ କମଲ ରସିଦ ଖାନ (କେଆର୍କେ) ମୁମ୍ବାଇ ବିମାନବନ୍ଦରରୁ ଗିରଫ ହୋଇଛନ୍ତି। ତାଙ୍କ ନାଁରେ ୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା, ଯାହା ଅଧୀନରେ ସେ ଦେଶ ଛାଡ଼ି ଯାଇପାରିବେ ନାହିଁ। କୁହାଯାଉଛି କି, ସେ ନୂଆବର୍ଷ ପାଳନ କରିବା ପାଇଁ ଦୁବାଇ ଯାଉଥିଲେ। ଏହାପୂର୍ବରୁ…