Browsing Tag

kalinga stadium

ବିଜୟରୁ ଭାରତର ହକି ଅଭିଜାନ ଆରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ପୁରୁଷ ସିରିଜ ଫାଇନାଲର ଉଦଘାଟନ ଦିବସର ତୃତୀୟ ମ୍ୟାଚରେ ଆୟୋଜକ ଭାରତ ବିଜୟ ଲାଭ କରିଛି । ଗ୍ରୁପ-ବିରେ ଭାରତ ରୁଷିଆ କୁ ୧୦-୦ ଗୋଲରେ ପରସ୍ତ କରିଛି । ଏହି ମ୍ୟାଚରେ ଭାରତର ହରମନପ୍ରିତ ସିଂ ସର୍ବାଧିକ ୩ଟି ଗୋଲ ଦେଇଥିଲେ…

ଭୁବନେଶ୍ୱରରେ ପହଞ୍ଚିଲା କଳ୍ପନାଙ୍କ ମରଶରୀର, ଦର୍ଶନ କଲେ କ୍ରୀଡା ମନ୍ତ୍ରୀ ଓ ସଚିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାହାଡ଼ ରାଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଛି । ଦିଲ୍ଲୀରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ ମୃତଶରୀରକୁ ଏଠାକୁ ଅଣାଯାଇଥିବା ବେଳେ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଏହାକୁ କଳିଙ୍ଗ ଷ୍ଟାଡିୟମରେ ରଖାଯାଇଛି । ଶନିବାର ବିମାନ ମିସ ହେବା…

ଆଉ ଅଳ୍ପ ସମୟରେ କଳ୍ପନା ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ବିମାନ ବନ୍ଦରରେ ଆଜି ରାତିରେ ପହଞ୍ଚିବ ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର । ସୂଚନା ଅନୁଯାୟୀ, ଗତ ମେ’ ୨୩ ତାରିଖରେ ଏଭେରେଷ୍ଟ ଆରୋହଣ କରି ଫେରିବା ସମୟରେ କଳ୍ପନାଙ୍କ ମୃତ୍ୟୁ ଘଟିଥିଲା । କଳ୍ପନାଙ୍କ ମୃତଦେହ ଉଦ୍ଧାର କରାଯିବା…

ଆଜି ହକି ପୁରୁଷ ବିଶ୍ୱକପ ଉଦଘାଟନୀ, ମତୁଆଲା କରିବ ରଙ୍ଗାରଙ୍ଗ କର୍ଯ୍ୟକ୍ରମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ହକି ପୁରୁଷ ବିଶ୍ୱକପର ଉଦଘାଟନୀ ଉତ୍ସବ। କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏହି ବର୍ଣ୍ଣାଢ୍ୟ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିରେ ବଲିଉଡ୍ ଷ୍ଟାର ଶାହରୁଖ, ମାଧୁରୀଙ୍କ ସହିତ ସଂଗୀତ ନିର୍ଦ୍ଦେଶକ ଏ.ଆର୍. ରେହମାନ ଯୋଗ ଦେବାର…

ଭୁବନେଶ୍ୱରରେ ପହଞ୍ଚିଲେ ମାଧୁରୀ ଦିକ୍ଷୀତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ହେବ ପୁରୁଷ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ । ଏହି ଉତ୍ସବରେ ବହୁ ବଲିଉଡ କଳାକାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆଜି ସନ୍ଧ୍ୟାରେ ବଲିଉଡର ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷୀତ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।…

ହକି ବିଶ୍ୱକପ ପାଇଁ ସରକାରୀ ଛୁଟି ଘୋଷଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରେ ଅନୁଷ୍ଠିତ ପୁରୁଷ ହକି ବିଶ୍ୱକପ୍‌ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ନଭେମ୍ବର ୨୭ ତାରିଖ ମଙ୍ଗଳବାର ବିଶ୍ୱକପ୍‌ ହକିର ଉଦଘାଟନୀ ଉତ୍ସବ ଅବସରରେ ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିବ । ଭୁବନେଶ୍ୱର ସମେତ ରାଜ୍ୟର…

ଭୁବନେଶ୍ୱରକୁ ହକି ଫିଭର, ନୂଆବୋହୂ ଭଳି ସଜେଇ ହେଇଛି ରାଜଧାନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରକୁ ହକି ଫିଭର । ରାଜଧାନୀବାସୀଙ୍କୁ ଲାଗିଛି ହକିର କ୍ରେଜ୍‌ । ଖୁବ କମ ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ହକି ବିଶ୍ୱକପ ପାଇଁ ବିରାଟ ଆୟୋଜନ କରାଯାଇଛି । ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ରାସ୍ତା ଘାଟ । ଅତିଥିଙ୍କ ସ୍ୱାଗତ ପାଇଁ…

ହକି ପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା, ଅନ ଲାଇନ ବୁକିଙ୍ଗ ସାଇଟ କ୍ରାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହକି ପ୍ରେମୀଙ୍କୁ ଲାଗିଛି ଶକ୍ତ ଧକ୍କା । ପୂର୍ବରୁ ବିଶ୍ୱକପ ହକି ଉଦଘାଟନୀ ମ୍ୟାଚ ଦେଖିବା ପାଇଁ କାଉଣ୍ଟର ରୁ ଟିକେଟ କିଣିବାକୁ ରାତି ୯ଟାରୁ ଲାଗିଥିଲା ହକି ପ୍ରେମୀଙ୍କ ଭିଡ ମାତ୍ର ସେଠାରୁ ଟିକେଟ ମିଳିବା ବଦଳରେ ଲାଠିମାଡ଼ ଖାଇ ଅନ ଲାଇନରେ ଟିକେଟ କିଣିବା…

ହକି ବିଶ୍ୱକପ: ଆଜିଠୁ ଅନଲାଇନରେ ଟିକେଟ ବିକ୍ରି, ପ୍ରଥମ ଟିକେଟ କିଣି ଉଦଘାଟନ କଲେ ନବୀନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ହକି ଇଣ୍ଡିଆର ସିଇଓ ଏଲାନା ନରିମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଉଦଘାଟନୀ ଉତ୍ସବର ପ୍ରଥମ ଟିକେଟ ଦେଇଥିଲେ। ଏଥିପାଇଁ ନବୀନ ୫୦୦ ଟଙ୍କା ମଧ୍ୟ ଦେଇଥିଲେ । ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ବଲିଉଡ କଳାକାର ଶାହାରୁଖ ଖାନ, ଓସ୍କାର ବିଜେତା…

ବହୁଆଡମ୍ବରେ ଲଘୁକ୍ରିୟା, କଳିଙ୍ଗ ଷ୍ଟାଡିଅମରେ ଟିକେଟ ନମିଳିବାରୁ ଲଙ୍କାକଣ୍ଡ ଭିଆଇଲେ ଦର୍ଶକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନଭେମ୍ବର ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି । ଏହା ପାଇଁ ରାଜ୍ୟ ସରକାର ଙ୍କ ତରଫରୁ ପ୍ରଚାର ପ୍ରସାର ମଧ୍ୟ କୌଣସି କମି ରଖା ଯାଇନାହିଁ । ଏହି ବିଶ୍ୱକପ ହକି କୁ ନେଇ ରାଜ୍ୟ ବାସୀ ମଧ୍ୟ ଖୁବ ଜୋସରେ…