କେନ୍ଦ୍ର ରାଜ୍ୟ କୋଳାକୋଳି, ମିଶିଲା କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ର ସହ ହାତ ମିଳାଇଲେ ରାଜ୍ୟ ସରକାର । ଏବେ ପ୍ରଧାନମନ୍ତ୍ରୀ କିଷାନ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯାଇଛି । ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ । ଏନେଇ ଆଜି କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, ଦୁଇ ଯୋଜନା ମିଶିଲେ ବି…