Browsing Tag

Kalia Yojana

ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ୮୦୪ କୋଟିର କିସ୍ତି

ଭୁବନେଶ୍ୱର : ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଯୋଜନା ଟଙ୍କା । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୦ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ୮୦୪ କୋଟି ଟଙ୍କା…

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର : କାଲି ମିଳିବ କାଳିଆ ଟଙ୍କା । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର । ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୨ହଜାର ଟଙ୍କା ଲେଖାଏଁ ମିଳିବ । ଯାହା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ଖବର ଅନୁଯାୟୀ, ଚଳିତ ବର୍ଷର ପ୍ରଥମ କାଳିଆ ଟଙ୍କା…

’କାଳିଆ’ ଯୋଜନା ଦ୍ୱାରା ବର୍ଷକୁ ଉପକୃତ ହେଉଛନ୍ତି ପ୍ରାୟ ୫୬ ଲକ୍ଷରୁ ଅଧିକ ଚାଷୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶା ଏକ କୃଷି ବହୁଳ ରାଜ୍ୟ। ଅଧିକାଂଶ ଲୋକେ କୃଷି ଉପରେ ନିଭର୍ର କରି ନିଜ ପରିବାର ଚଳାନ୍ତି । ରାଜ୍ୟରେ ନାମମାତ୍ର ଚାଷୀ ଓ ଭାଗ ଚାଷୀଙ୍କ ସଂଖ୍ୟା ବି ଅଧିକ । ବିପର୍ଯ୍ୟୟ କାରଣରୁ ଚାଷ ନଷ୍ଟ ହେଲେ ଏମାନଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଥାଏ । ଚାଷ ଓ ଚାଷୀ…

ନୂଆଁଖାଇ ଭେଟି: ରବି ଫସଲ ପାଇଁ ୭୪୩ କୋଟି ଟଙ୍କାର ‘କାଳିଆ’ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ନୂଆଁଖାଇରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ପୁରୀ ଜିଲ୍ଲା ବ୍ୟତିତ ରାଜ୍ୟର ୩୭ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରବି ଫସଲ ପାଇଁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ୨୦୨୧-୨୨ ପାଇଁ ୭୪୩ କୋଟି ଟଙ୍କାର କାଳିଆ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।…

୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୬୯୩.୯୪ କୋଟି କାଳିଆ ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନୂଆ ଆର୍ଥିକ ବର୍ଷରେ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ କାଳିଆରୁ କାମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ଗଲା ୬୯୩.୯୪ କୋଟି ଟଙ୍କା। ପବିତ୍ର ଓଡ଼ିଶା ଦିବସ ଅବସରରେ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ରଵି୍ ଋତୁ…

ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି ଯୋଜନା: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟବର୍ତ୍ତୀ ବଡ଼ଚଣାର ସୁଙ୍ଗୁଡ଼ା ଖେଳ ପଡ଼ିଆରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, କାଳିଆ ଯୋଜନାରେ ଚାଷୀ, ଭାଗ ଚାଷୀ, ଭୂମିହୀନ ଏବଂ ସାଧାରଣ…

କାଳିଆ ଯୋଜନା, ଦ୍ବିତୀୟ ପର୍ଯ୍ୟାୟରେ ୧୪ଲକ୍ଷ ଚାଷୀଙ୍କୁ ମିଳିବ ସହାୟତା, ବରଗଡ ଚାଷୀ ସମାବେଶରେ ଘୋଷଣା କଲେ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କାଳିଆ ଯୋଜନାରେ ଚାଷୀ ଓ ଭୂମିହୀନ ଚାଷୀଙ୍କୁ ପ୍ରଥମ ପର୍ଯ୍ୟାୟ ସହାୟତା ଟଙ୍କା ମିଳିସାରିଛି । ଆଜିଠୁ ଦ୍ବିତୀୟ ପର୍ଯ୍ୟାୟରେ ୧୪ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ । ଏ ନେଇ ଗୁରୁବାର ବରଗଡ଼ଠାରେ ଏକ କାଳିଆ ଚାଷୀ ମହାସମାବେଶର ଆୟୋଜନ କରାଯାଇଛି । ଏଥିରେ…

ଭୁମିହୀନ ଚଷୀଙ୍କୁ ଆସନ୍ତା ୧୫ରୁ ମିଳିବ କାଳିଆ ଟଙ୍କା

ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୫ରେ ମିଳିବ ଭୁମିହୀନ ଚଷୀଙ୍କୁ କାଳିଆ ଟଙ୍କା । ଏହି ଦ୍ୱିତୀୟ ପର୍ଯ୍ୟାୟର ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ । ଏହି ପର୍ଯ୍ୟାୟରେ ସାଢେ ୪ ଲକ୍ଷ ଭୁମିହୀନ ଚଷୀ ଉପକୃତ ହେବେ । ସେହିପରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଆସନ୍ତା ୨୨…