Browsing Tag

kalahandi

ମାଟିତଳୁ ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର; ଡିଏନ୍ଏ ଟେଷ୍ଟ କରିବ ବଲାଙ୍ଗିର ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ନୂଆ ମୋଡ। ମହାଲିଙ୍ଗ ଷ୍ଟାଡିୟମରୁ ଆଜି ଜଣେ ମହିଳାଙ୍କ ଦରପୋଡ଼ା ମୃତଦେହ ହୋଇଛି । ଏହି ଶବ ସଂପୃକ୍ତ ନିଖୋଜ ଶୀକ୍ଷୟିତ୍ରୀ ମମିତାଙ୍କ ବୋଲି ସନ୍ଦେହ କରି ଆଜି ପୋଲିସ୍ ଷ୍ଟାଡିୟମରେ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ଲଘୁଚାପଜନିତ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ପରିଦର୍ଶନ ସମୟରେ ଧର୍ମେନ୍ଦ୍ରଙ୍କ ସହ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା ଓ ବଲାଙ୍ଗୀର ସାଂସଦ ସଙ୍ଗୀତା…

ଦୁର୍ଘଟଣାରେ ଚୁରମାର ହୋଇଗଲା ବସ ଛାତ, ୨ ମୃତ ଓ ୧୨ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋରରୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜୋଲକୋ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବସଟିର ଛାତ ସମ୍ପୂର୍ଣ୍ଣ ରୂପେ ଚୁରମାର ହୋଇଯାଇଛି । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି ।…

ନକ୍ସଲଙ୍କ ବିରୋଧରେ ଲାଗିଲା ପୋଷ୍ଟର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ସିପିଆଇ ମାଓବାଦୀ ଘୁମୁସର-ନାଗାବଳୀ ଡିଭିଜନର ସଂପାଦକ ଉମାକାନ୍ତଙ୍କ ଦ୍ୱାରା ଜାରି କରାଯାଇଥିବା ଅଡିଓ ଟେପ୍‌କୁ ଆଜି ବରୋଧ କରାଯାଇଛି । ସଂପୂର୍ଣ୍ଣ ହଂସା ମୁକ୍ତ ଓଡ଼ିଆ ଅଭିଯାନର ଜିଲ୍ଲା କମିଟି ତରଫରୁ…

ଗ୍ୟାସ୍ ସିଲିଣ୍ଡର ଫାଟି ମା, ପୁଅ ଓ ଝିଅ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଏକ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଛି । ଏହି ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଚମ୍ପା ମେହେର (୪୦) ଏବଂ ତାଙ୍କ ଝିଅ ସୁନିତା (୮) ଓ ପୁଅ ଅମିତ(୫)। ସୂଚନା ଅନୁଯାୟୀ, …

୯ ଟି ଜିଲ୍ଲାରେ ମରୁଡି ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୯ଟି ଜିଲ୍ଲାରେ ସ୍ୱଳ୍ପ ପୃଷ୍ଟିପାତ ପାଇଁ ୬୬ଟି ବ୍ଲକ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଜିଲ୍ଲା ଗୁଡିକୁ ମରୁଡି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକର ୫୬୬୩ ଗାଁ ର ୨ ଲକ୍ଷ ୩୩ ହଜାର…

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତିରେ କଳାହାଣ୍ଡିରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଲୋକାର୍ପିତ

ଓଡ଼ିଶା ଫାଷ୍ଟ(ହୃଷିକେଶ ମିଶ୍ର): ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଠାରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରକୁ ଲୋକାର୍ପିତ କଲେ କେନ୍ଦ୍ର ଦକ୍ଷତା ବିକାଶ ଓ ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୂଚନା ଅନୁଯାୟୀ,…

କେଉଁଥିରେ ହେଉଥିଲା ଛେଳି କିଣାବିକା, ପଢନ୍ତୁ

ଓଡ଼ିଶା ଫାଷ୍ଟ(ବିଦ୍ୟାଧର): କଳାହାଣ୍ଡି ଧର୍ମଗଡ ପୋଲିସକୁ ସଫଳତା, ନକଲି ନୋଟ କାରବାର ରେ ସଂପୃକ୍ତ ଥିବା ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ୧୭ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଜବତ କରିଛି ପୋଲିସ । ସୂଚନା ଅନୁଯାୟୀ, ଧର୍ମଗଡ଼ ବ୍ଳକ ଟିପିଗୁଡା ଗ୍ରାମର ଧନିରାମ…

କଳାହାଣ୍ଡି ଜିଲ୍ଲାରେ ବନ୍ୟା, ଭବାନୀପାଟଣା ସହରରେ ପଶିଲା ପାଣି , ଦେଖନ୍ତୁ ଭିଡ଼ିଓ

https://youtu.be/VtvIdWP0bIw ଓଡିଶା ଫାଷ୍ଟ(ବିଦ୍ୟାଧର ସାହୁ): ଲଗାଣ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ରାଜ୍ୟର ପ୍ରଥମ ବନ୍ୟା ହୋଇଛି । ବନ୍ୟା ଜଳ ଭବାନୀପାଟଣା ସହର ମଧ୍ୟ ଦେଇ ଯାଇଥିବା ପିପଲ ନାଳରେ ପ୍ରବାହିତ ହେବାରୁ ସହର ର ପ୍ରାୟ ସମସ୍ତ ସ୍ଥାନ ଜଳମଗ୍ନ ହୋଇଯାଇଛି । ବନ୍ୟା…

ବର୍ଷା ବିତ୍ପାତ: ଧୋଇଗଲା ଏନଏଚ, ଭାସିଗଲା ଟ୍ରକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଥିବା ବେଳେ କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ପ୍ରବଳ ବର୍ଷା ଯୋଗୁ ନଦୀଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ବିଭିନ୍ନ ରାସ୍ତାରେ ୨ରୁ୩ ଫୁଟ ବର୍ଷା ପାଣି ଜମି…