ଦଳ କାମରେ ସଦାରତ ସଞ୍ଜୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୪ ମସିହା କଥା ସନ୍ଧ୍ୟା ୫ଟା ବାଜିଲାଣି ବିଜେଡି ପ୍ରାୟ ୯୦ରୁ ଅଧିକ ଆସନ ଜିତିବ ବୋଲି ଜଣା ପଡ଼ିଲାଣି । ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନଥାଏ ଦୁଃଖ । କିଛି ସମୟ ବାହାରେ ବସି ପୁଣି ନବୀନ ନିବାସ ଭିତରକୁ ଚାଲିଯାଇଛନ୍ତି । ତାଙ୍କ ନିକଟତମ ମହଲକୁ…