ଚାଷୀଙ୍କ ଚାଉଳରେ ମହାପ୍ରସାଦ ହେଉଥିବାରୁ ଏହି ଯୋଜନାର ନାଁ କାଳିଆ, କହିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀର ମାଳତିପାଟପୁର ଠାରେ ଆୟୋଜିତ 'କାଳିଆ ଯୋଜନା' ଯାହାକି ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ସହ ସେମାନଙ୍କ ଋଣର କଷ୍ଟ ଦୂରକରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଏକ ପ୍ରୟାସ । ଆଜି ଠାରୁ ଚାଷୀଙ୍କ ଖାତାକୁ ଆସିବ କାଳିଆ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର…