ଫେରେଇବାକୁ ହେବ କାଳିଆ ଟଙ୍କା: କୃଷି ସଚିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବଶୀଘ୍ର ହେବ ଯାଞ୍ଚ । ଖୋଜାଯିବା ଅଯୋଗ୍ୟ ହିତାଧିକାରୀ । ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା । ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଅଗଷ୍ଟ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ ଜାରୀରହିବ । ଯଦି କେହି ଅଯୋଗ୍ୟ…