କାଚା ବାଦାମ ଗୀତରେ ଏବେ ଝୁମୁଛି ସାରା ବିଶ୍ୱ ଦେଖନ୍ତୁ କିଛି ଲୋକ ପ୍ରିୟ ଭିଡ଼ିଓ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପଙ୍କରେ ପଦ୍ମ ଫୁଟିଲା ପରି ବ୍ୟକ୍ତିଙ୍କ ଭିତରେ ଥିବା କଳା ପ୍ରପୃଟିତ ହୋଇଥାଏ । ଆଜି ଏହିପରି ଏକ ବଣମଲ୍ଲି ଲୋକଲୋଚନକୁ ଆସିଛି । ତାଙ୍କ ଭିତରେ ଏଭଳି ପ୍ରତିଭା ଲୁକ୍କାୟିତ ହୋଇ ଥିବା ସେ ନିଜେ ମଧ୍ୟ ଜାଣି ନଥିଲେ । ନିଜ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଗୀତ…