Junior Hockey World Cup: ଆଜି ଭାରତ-କାନାଡ଼ା ମୁକାବିଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଜି ସାରିଛି ଜୁନିୟର ହକି ବିଶ୍ବକପ ମହାସମରର ବିଗୁଲ । ପଡ଼ିଆକୁ ଓହ୍ଲାଇ ସାରିଛନ୍ତି ଯୋଦ୍ଧା । ଗତକାଲି ୫ଟି ମ୍ୟାଚ୍ ଖେଳାଯାଇଥିଲା । ୫ମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ଗତକାଲି ଫ୍ରାନ୍ସଠାରୁ ୫-୪ ଗୋଲରେ ପରାସ୍ତ ହୋଇଛି । ଆଜି ଭାରତ, କାନାଡାକୁ…