ପ୍ରତାରଣା କରିବାରୁ ପୋଲିସର ଦ୍ୱାରସ୍ଥ ହେଲେ ଯୁବତୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମରୁ ପ୍ରତାରଣା ଅଭିଯୋଗ ଆଣିଲେ ଭୁବନେଶ୍ୱରର ଜଣେ ଯୁବତୀ । ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ଯୁବତୀ । ଭୁବନେଶ୍ୱରର ଜଣେ ଯୁବ ବ୍ୟବସାୟୀ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ ।…