Browsing Tag

Journalist Gauri Shankar

ଗୌରୀ ଲଙ୍କେଶ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ୨ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହିଳା ସାମ୍ବାଦିକ ଗୌରୀ ଲଙ୍କେଶଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଆଉ ୨ ଜଣ ଯୁବକଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ। ଗିରଫ ଦ୍ଵୟ ହେଲେ ଊତ୍ତର କର୍ଣ୍ଣାଟକ ହୁବାଲି ଅଞ୍ଚଳର ଗଣେଶ ମୁସ୍କିନ (୨୬ ) ଓ ଅମିତ ବାଦି(୨୭)। ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା ।…