Browsing Tag

joins bjp

ପଦ୍ମ ଧରି ଖେଳ ଖେଳିବେ ଦାମ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଦିଲ୍ଲୀରେ ବିଜେପିରେ ଯୋଗଦେବା ପରେ ଦାମୋଦର ରାଉତ ବାଲିକୁଦା-ଏରସମା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ବାଲିକୁଦା ମୋ ଜନ୍ମ ସ୍ଥାନ । ଜୀବନର ଶେଷ ସମୟରେ ଜନ୍ମ ମାଟିର ସେବା କରିବା…

ବୈଜୟନ୍ତ ଧରିବେ ପଦ୍ମ, ବିଜୟଙ୍କ ପାଇଁ ବିଜେଡି ଖୋଲିବକି ବାଟ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ଓଡ଼ିଶା ରାଜନୀତି ସେତିକି ଜମାଣିଆ ସ୍ଥିତିକୁ ଆସୁଛି । ଦିନ ଥିଲା ବୈଜୟନ୍ତ, ଦାମ, ବ୍ରଜ, ବିଜୟ, ଶ୍ରୀକାନ୍ତ, ଦିଲ୍ଲୀପ ଏମାନେ କ'ଣ କରିବେ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ଏମିତି ଲାଗୁଥିଲା ୨୦୧୯ ନିର୍ବାଚନରେ ସେମାନଙ୍କ…