Browsing Tag

jobra accident

ଯୋବ୍ରା ବୁଡି଼ ଘଟଣା, ଖୋଜାଖୋଜି ପରେ ମିଳିଲା ତୃତୀୟ ମୃତଦେହ

ଭୁବନେଶ୍ୱର : କଟକ ଯୋବ୍ରା ବୁଡି଼ ଘଟଣା । ମହାନଦୀରୁ ତୃତୀୟ ମୃତଦେହ ଉଦ୍ଧାର ହୋଇଛି। ବହୁ ଖୋଜାଖୋଜି ପରେ ମିଳିଲା ନିଖୋଜ ସାଦିକ ଖାନଙ୍କ ମୃତଦେହ । ରବିବାର ଅପରାହ୍ନରେ ମହାନଦୀରେ ବୁଡି଼ ନିଖୋଜ ହୋଇଥିଲେ ୩ ଯୁବକ । ପୂର୍ବରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଆଜି ତୃତୀୟ…