ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମରେ ୧୪,୮୩୯ ୟୁନିଟ୍ ରକ୍ତ ସଂଗୃହୀତ; ସାଧୁବାଦ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ପକ୍ଷରୁ ରାଜ୍ୟରେ ଯେଉଁ ସପ୍ତାହବ୍ୟାପୀ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିଲା ସେଥିରେ ୧୪,୮୩୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଗତ ଅଗଷ୍ଟ କ୍ରାନ୍ତି ଦିବସ(ଅଗଷ୍ଟ୯)ରୁ ସ୍ୱାଧୀନତା ଦିବସ(ଅଗଷ୍ଟ୧୫)ପର୍ଯ୍ୟନ୍ତ ଏକ ସପ୍ତାହ ଧରି ରାଜ୍ୟର…