ଝାରସୁଗୁଡ଼ା ଉପନିର୍ବାଚନ; ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ମଇଦାନରେ ରହିଛନ୍ତି ୯ ଜଣପ୍ରାର୍ଥୀ । ୧୦ ଜଣ ନାମାଙ୍କର ଦାଖଲ କରିଥିବାବେଳେ ଭୁବନେଶ୍ବର ଗଡ଼ିଆ ନାମକ ଜଣେ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଏବେ ମୋଟ ୯ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ…