Browsing Tag

jharsuguda

ଦୀପାଳି ଓ ଅଳକାଙ୍କ କଳି ରେ ପଶିଲେ ବିଜୁବାବୁ, ଦେଖନ୍ତୁ ଭିଡ଼ିଓ

ଦୀପାଳି ଓ ଅଳକାଙ୍କ କଳି ରେ ପଶିଲେ ବିଜୁବାବୁ, ଦୁଇ ଜଣଙ୍କ କଳିରେ ବିଜୁବାବୁଙ୍କୁ ଫାଇଦା । ପଶ୍ଚିମ ଓଡ଼ିଶା ରେ ଦମ ଦେଖାଉଛନ୍ତି ଦୀପାଳି ଦାସ, ମାଛ ତେଲରେ ମାଛ ଭାଜିବାକୁ ଦୀପାଳି ଙ୍କ ପ୍ରୟାସ । ନବ ଦାସ ଓ କିଶୋର ମହାନ୍ତି ଙ୍କ ନାଁ କୁ ନେଇ ସେମାନଙ୍କ ଉତ୍ତରାଧିକାରୀ ଙ୍କ ମଧ୍ୟରେ କଳି…

ରାୟଗଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା ଆଉ ଦୁଇ ଜିଲ୍ଲା । ରାୟଗଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାୟଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ…

ସ୍ୱାମୀ-ସ୍ତ୍ରୀର ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର ଘଟଣାରେ ଝିଆରି ପୁତୁରା ସମେତ ୫ ଗିରଫ

ଓଡ଼ିଶାଫାଷ୍ଟ(ବ୍ୟୁରୋ): ଝାରସୁଗୁଡ଼ା ଜିଲ୍ଲା ରାମପୁର ଫାଣ୍ଡି ଅନ୍ତର୍ଗତ ପଞ୍ଜାବୀ ଧଉଡ଼ାରେ ଘର ଭିତରୁ ସ୍ୱାମୀ ଗିରିବର ଦାସ ଓ ସ୍ତ୍ରୀ ଗୀତା ଦୀସର ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପୁଲିସ ଫର୍ଦ୍ଦାଫାସ କରିଛି। କୋଇଲା ଚୁଲା ନିଆଁରେ ପୋଡ଼ିହୋଇ ତାଙ୍କ ମୃତ୍ୟୁ ହୋଇ ନାହିଁ ବରଂ ଏହା ଏକ…

ବୟସ ମାତ୍ର ୪ : ପୋଖରୀର ଏ ମୁଣ୍ଡରୁ ସେ ମୁଣ୍ଡକୁ ସନ୍ତରଣ କରୁଛନ୍ତି ଦୁର୍ଗା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଠିକ୍ ଭାବରେ କଥା କହିବା ଶିଖି ନାହିଁ, ହେଲେ ଜଳ ସହିତ ତାର ନିବିଡ ସମ୍ପର୍କ। ବୟସ ମାତ୍ର ୪, ହେଲେ ପୋଖରୀର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ଅତି ଆରାମରେ ସନ୍ତରଣ କରୁଛି। ଏହିପରି ଏକ ଅନନ୍ୟ ପ୍ରତିଭାର ଅଧିକାରୀ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ…

ଜାତୀୟ ଫୁଟବଳ ଖେଳାଳୀ ତନୁଜା ବାଗେଙ୍କୁ ମିଳିଲା ନିଯୁକ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପୂର୍ବତନ ଜାତୀୟ ମହିଳା ଫୁଟବଳ ଖେଳାଳୀ ତନୁଜା ବାଗେଙ୍କୁ ଗୁରୁବାର ବେଦାନ୍ତର ଏକ ସହଯୋଗୀ କମ୍ପାନୀ ଜେମେଡିରେ ସ୍ପୋର୍ଟ୍ସ କୋଓଡିନେଟର ଭାବରେ ନିଯୁକ୍ତି ମିଳିଛି। ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଉପସ୍ଥିତିରେ ବେଦାନ୍ତର ସିଇଓ ଛବିନାଥ ସିଂ…

୨କରୋନା ପଜିଟିଭ ମଧ୍ୟରୁ ଜଣେ ଏକବର୍ଷର ଶିଶୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ୨କରୋନା ପଜିଟିଭ ଚିହ୍ନଟ । ଏହି ଆକ୍ରାନ୍ତ ଦ୍ବୟ ଝାରସୁଗୁଡ଼ା ଜିଲ୍ଲାର ହୋଇଥିବା ବେଳେ ସେମନଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ଥିବା ଜଣାପଡ଼ିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ସାମଲ । ସୂଚନା ଅନୁଯାୟୀ, ଉକ୍ତ…

ଝାରସୁଗୁଡାକୁ ନବୀନ ଦେଲେ ୬୧୮ କୋଟି ଟଙ୍କା ପ୍ରକଳ୍ପର ଉପହାର, ବିଜେଡିରେ ଯୋଗଦେଲେ ନବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜୁହାର କହି ଝାରସୁଗୁଡା ଅମଲିପାଲ୍ଲୀ ଜନସଭାରେ ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ସେହିପରି ବିଜେଡିରେ ସାମିଲ ହୋଇଥିବାରୁ ନବ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଆଜି ୬ ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରି ନବୀନ କହିଛନ୍ତି ଆଗକୁ ବେଲପାହାଡ଼ରେ…

ବରଗଡ଼ ଯିବେ କିଶୋର !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବ କଂଗ୍ରେସ ର ହାତ ଛାଡି ବିଜେଡି ରେ ଶଙ୍ଖ ଫୁଙ୍କିବା ନେଇ ଅସନ୍ତୁଷ୍ଟ କିଶୋର କୁ ମାନଇବାରେ ସଫଳ ହୋଇଛି ବିଜେଡି । ନବ ବି ଖୁସ କିଶୋର ବି ଖୁସ । ଦୁଇ ଜଣ ଏକାଠି ହୋଇ ବୁଲିଲେଣି ନବୀନଙ୍କ ଝାରସୁଗୁଡା ସଭା ସଫଳ କରିବା ପାଇଁ । କିଛିତ ଗୋଟାଏ ହୋଇଥିବ । କିଶୋର କଣ…

୯ ଟି ଜିଲ୍ଲାରେ ମରୁଡି ଘୋଷଣା କଲେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୯ଟି ଜିଲ୍ଲାରେ ସ୍ୱଳ୍ପ ପୃଷ୍ଟିପାତ ପାଇଁ ୬୬ଟି ବ୍ଲକ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ଜିଲ୍ଲା ଗୁଡିକୁ ମରୁଡି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟର ୯ଟି ଜିଲ୍ଲାର ୬୬ଟି ବ୍ଲକର ୫୬୬୩ ଗାଁ ର ୨ ଲକ୍ଷ ୩୩ ହଜାର…

ନବୀନଙ୍କୁ ଟାର୍ଗେଟ କଲେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡ଼ିଶା ଗ୍ରସ୍ତରେ ଆସି ତାଳଚେରରେ ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିବାପରେ ଝାରସୁଗୁଡା ବିମାନବନ୍ଦରକୁ ଉଦଘାଟନ କରିଥିଲେ । ତାଳଚେର ଓ ଝାରସୁଗୁଡାରେ ଆୟୋଜିତ ହୋଇଥିବା ସଭାରେ ପ୍ରଧାନମନ୍ତ୍ରୀ,…

You cannot copy content of this page