ଘୋଷଣା ହେଲା ଜେଇଇ ମେନ୍ ତାରିଖ
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆଜି ଅର୍ଥାତ୍ ସେପ୍ଟେମ୍ବର ୧୯ ତାରିଖରେ ଏନଟିଏ ପରୀକ୍ଷା କ୍ୟାଲେଣ୍ଡର ୨୦୨୪ ଜାରି କରାଯାଇଛି। ଆସନ୍ତା ବର୍ଷ ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ nta.ac.in ରେ ଥିବା ଏନଟିଏର ଅଫିସିଆଲ ଓ୍ବେବସାଇଟରେ ପରୀକ୍ଷା…