୩.୮ ତୀବ୍ରତାରେ ଜୟପୁରରେ ଭୂକମ୍ପ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ସକାଳେ ରାଜସ୍ଥାନର ରାଜଧାନୀ ଜୟପୁରରେ ଭୂମିକମ୍ପ ଅନୁଭୂତ ହୋଇଯାଇଛି । ରିକ୍ଟର ସ୍କେଲରେ ତୀବ୍ରତା ୩.୮ ଥିଲା । ସକାଳ ୮ଟାରେ ମୃଦୁ ଭୂକମ୍ପ ଅୁଭୂତ ହୋଇଥିଲା ନେଇ ସୂଚନା । ସିକର ଏବଂ ଫତେହପୁରରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା ।
ଲୋକମାନେ ପ୍ରାୟ ୩…