ହାତ ଧରିଲେ ଜୟରାମ ପାଙ୍ଗୀ
କଂଗ୍ରେସରେ ସାମିଲ ହେଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । ଭୁବନେଶ୍ୱରରେ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ସେ ଦଳରେ ସାମିଲ ହୋଇଛନ୍ତି ।
ହାତ ଧରିବା ପରେ ଜୟରାମ ପାଙ୍ଗୀ କହିଛନ୍ତି ଯେ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଓ ବିଜେଡି…