ଗୋଟିଏ ଗାଁରୁ ୫ଛାତ୍ର ନିଖୋଜ
ଓଡିଶା ଫାଷ୍ଟ(ବ୍ୟୁରୋ): ଗଜପତି ଜିଲ୍ଲାର ଜଙ୍ଗଲ ପାଡୁ ଗାଁରୁ ୫ ଜଣ ବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି । ସେମାନେ ସମସ୍ତେ ଦଶମ ଶ୍ରେଣୀର ଛାତ୍ର । ସେମାନେ ହେଲେ ବିକ୍ରମ ଜେନା, ଶୁଭମ୍ ଜେନା, କାହ୍ନା ନାୟକ, ଡମ୍ବୁରୁ ନାୟକ ଓ ଚିନ୍ମୟ ଜେନା ।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର…