Browsing Tag

Jammu & Kashmir

ଜାମ୍ମୁ-ଶ୍ରୀନଗର ରାଜପଥରେ ଭୁଷୁଡ଼ିଲା ନିର୍ମାଣାଧୀନ ଟନେଲ, ୮ ନିଖୋଜ

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ରାମବନ୍ ଜିଲ୍ଲାର ନିର୍ମାଣାଧୀନ ଚାରି ଲେନ ବିଶିଷ୍ଟ ଟନେଲର ଏକ ଅଂଶ ଗତ ରାତିରେ ଭୁଷୁଡ଼ି ପଡ଼ିବାରୁ ୧୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଜାମ୍ମୁ କାଶ୍ମୀର ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ସୂଚନା…

‘ମେହେବୁବାଙ୍କୁ ସବୁବେଳେ ଜେଲରେ ରଖ’

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ କଶ୍ମୀରରେ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହେବୁବା ମୁଫତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଜୋର ଧରିଛି। ମେହେବୁବାଙ୍କ ପାକିସ୍ତାନ ସପକ୍ଷ ମନ୍ତବ୍ୟକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଡୋଗ୍ରା ଫ୍ରଣ୍ଟ୍ ଷ୍ଟେଜର ସଦସ୍ୟମାନେ ବିକ୍ଷୋଭ…

ତୁଷାରରେ ଧସି ତିନି ଯବାନ ନିଖୋଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ ଓ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାସ୍ଥିତ ସେନା ପୋଷ୍ଟ୍‍ ଉପରେ ତୁଷାର ସ୍ଖଳନ ଘଟିବାରୁ ଭାରତୀୟ ସେନାବାହିନୀର ଅନ୍ୟୂନ ତିନି ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ସେନାବାହିନୀ ସୂତ୍ରରୁ ପ୍ରକାଶ ପାଇଛି । ଡିସେମ୍ବର ୩ ତାରିଖ ରାତି ପ୍ରାୟ ୨ଟା ବେଳେ ଏହି ଅଘଟଣ…

ପୁଲୱାମା ଆଟାକର ମାଷ୍ଟରମାଇଣ୍ଡ ଏନକାଉଣ୍ଟରରେ ନିହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫେବୃୟାରୀ ୧୪ ତାରିଖରେ କଶ୍ମୀରର ପୁଲ୍‍ୱାମାଠାରେ ହୋଇଥିବା ଆତଙ୍କବାଦୀ ହାମଲାର ମାଷ୍ଟରମାଇଣ୍ଡ ଏନ୍‍କାଉଣ୍ଟରରେ ନିହତ ହୋଇଛି । ସାଉଥ କଶ୍ମୀରର ଟ୍ରାଏଲ ଏରିଆରେ ଜୈଶ-ଇ-ମହମ୍ମଦର ଆତଙ୍କବାଦୀ ମୁଦାଶିର ଅହମ୍ମଦ ଖାଁଙ୍କୁ ଏନ୍‍କାଉଣ୍ଟର କରାଯାଇଛି । ମୁଦାଶିର ସହ ଆଉ…

ଭାରତୀୟ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ପାଇଲଟ ଶହୀଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୁଧବାର ଜମ୍ମୁ-କଶ୍ମୀରର ବଡ଼ଗାମ୍‌ରେ ଭାରତୀୟ ଯୁଦ୍ଧ ବିମାନ ମିଗ୍‌-୨୧ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏଥିରେ ୨ ପାଇଲଟ୍‌ ଶହୀଦ୍‌ ହୋଇଥିବା କୁହାଯାଉଛି । ତେବେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପାଇଲଟ ଦ୍ବୟଙ୍କ ପରିଚୟ ମିଳି ପାରିନାହିଁ ।…

ପୁଲୱାମାରେ ଏନ୍‌କାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ, ୪ ଯବାନ ସହିଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲୱାମାରେ ଗତ ୧୪ ତାରିଖରେ ହୋଇଥିବା ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବାପରେ ରବିବାର ରାତିରେ ଏକ ଏନ୍‌କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ସହ ୪ଜଣ ଯବାନ ସହୀଦ ହୋଇଛନ୍ତି । ଏହି ଘଟଣାରେ ଜଣେ ସାଧାରଣ…

ଆତଙ୍କବାଦୀ ଆକ୍ରମଣରେ ୪୫ ଯବାନ ସହିଦ । ସହିଦଙ୍କ ପ୍ରତିଟି ରକ୍ତ ବୁନ୍ଦାର ପ୍ରତିଶୋଧ ନିଆଯିବ : ବି.କେ ସିଂହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ କାଶ୍ମୀରର ପୁଲୱାମାର ଅବନ୍ତିପୁରା ହାଇୱେ ଉପରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଯବାନ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ଜୋରଦାର ଥିଲାକି ଦୁଇଟି ବସ ସହ ୪୫ ଜଣ ଯବାନଙ୍କ…

ପାହାଡ଼ ଖସି ୭ ଜଣ ପୋଲିସ କର୍ମଚାରୀ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରଭାରତରେ ଲେଉଟିଲା ଶୀତ । ଜମ୍ମୁ କାଶ୍ମୀର ପ୍ରାୟ ସମସ୍ତ ସ୍ଥାନରେ ବରଫପାତ ହେବାରେ ଲାଗିଛି । ରାସ୍ତା ଘାଟ ବରଫ ଛାଉଣୀ ହେଇଯିବାରୁ ଶହ ଶହ ଗାଡି ରାସ୍ତାରେ ଛିଡା ହୋଇରହିଛି । ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀରର କୁଲଗାମ୍ ଜିଲ୍ଲାର ଜବାହାର ସୁଡଙ୍ଗ…

ସ୍ୱାଧୀନତା ଦିବସରେ ଆତଙ୍କବାଦୀ ଆକ୍ରମଣ ଯୋଜନା, କଶ୍ମୀରରେ ହାଇ ଆଲର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ବାଧୀନତା ଦିବସ ଅବସରରେ ଜମ୍ମୁ-କଶ୍ମୀରରେ ଆକ୍ରମଣ ପାଇଁ ଆତଙ୍କବାଦୀ ଯୋଜନା କରୁଛନ୍ତି । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ହାଇ ଆଲର୍ଟ ଜାରି କରାଯିବା ସହିତ ସୁରକ୍ଷାବଳଙ୍କୁ ଯେକୌଣସି ମୁକାବିଲା ଲାଗି…