Browsing Tag

Jammu and Kashmir

ଜମ୍ମୁ କଶ୍ମୀରର କିସ୍ତଓ୍ଵାରରେ ଭାରତୀୟ ସେନାର ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଜମ୍ମୁ କଶ୍ମୀରର କିସ୍ତଓ୍ଵାର ଜିଲ୍ଲାରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନା ବାହିନୀରLAH ଧ୍ରୁବ ହେଲିକପ୍ଟର କ୍ରାସ । ଏହି ହେଲିକପ୍ଟରରେ ଭାରତୀୟ ସେନାର ୩ ଜଣ ଅଧିକାରୀ ରହିଥିଲେ । ଦୁର୍ଘଟଣା ହେଲିକପ୍ଟରରେ ଥିବା ପାଇଲଟ ଆହତ ହୋଇଥିବା କହିଛି ଭାରତୀୟ ସେନା ।…

ଜମ୍ମୁ କାଶ୍ମୀରର ଜେଲ ମହାନିର୍ଦ୍ଦେଶକ ହେମନ୍ତ କୁମାର ଲୋହିଆଙ୍କୁ ଗଳା କାଟି ହତ୍ୟା ; ଅଭିଯୁକ୍ତଙ୍କ ଫଟୋ ଜାରି କଲା…

ଜମ୍ମୁ କାଶ୍ମୀର ଜେଲ ବିଭାଗର ପୋଲିସ ମହାନିର୍ଦ୍ଦେଶକ ହେମନ୍ତ କୁମାର ଲୋହିଆଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି। ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି। ପ୍ରାଥମିକ ଅନୁସନ୍ଧାନକୁ ଭିତ୍ତି କରି ପୋଲିସ ଅଧିକାରୀ ଏକ ଘରୋଇ ସହାୟତାକୁ ମୁଖ୍ୟ ଅଭିଯୁକ୍ତ…

ଜମ୍ମୁ କାଶ୍ମୀରରେ ମହା ଶିବରାତ୍ରୀ:କିପରି ପାଳନ କରାଯାଏ ଜଣାନ୍ତୁ

ଦେଶର ଅନେକ ଅଞ୍ଚଳରେ ଶିବରାତ୍ରୀ ପାଳନ କରାଯାଏ କିନ୍ତୁ ଜାମ୍ମୁ କାଶ୍ମୀରରେ ଶିବରାତ୍ରୀ ଏକ ପବିତ୍ର ପର୍ବ ରୂପେ ପାଳନ କରଯାଏ | ଶିବରାତ୍ରୀର କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ | ଏହା କାଶ୍ମୀରୀ ପଣ୍ଡିତ (କେପି) ସମ୍ପ୍ରଦାୟର ଏକ ପ୍ରମୁଖ ପର୍ବ ଏବଂ ଏହା ହେରାଥ ନାମରେ ଜଣାଶୁଣା…

ଜମ୍ମୁ କଶ୍ମୀରରେ ବିଗୁଡୁଛି ସ୍ଥିତି : ପଠାଗଲା ୫୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ହୋଇଛନ୍ତି ଆତଙ୍କୀ । ଏହାକୁ ନଜରରେ ରଖି ୫୦ କମ୍ପାନୀ ଅତିରିକ୍ତ ଅର୍ଦ୍ଧସାମରିକ ବାହିନୀ ପଠାଇଛି କେନ୍ଦ୍ର । ପୁଣି ପ୍ରତିଷ୍ଠା ହୋଇଛି ସିକ୍ୟୁରିଟି ବଙ୍କର । ଆତଙ୍କବାଦୀଙ୍କୁ ଦମନ କରିବା, ନାଗରିକଙ୍କ ଜୀବନର ସୁରକ୍ଷା ଲାଗି ଏହି…

ଦୁଇ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪୪ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜମ୍ମୁ-କଶ୍ମୀର ଓ ହିମାଞ୍ଚଳପ୍ରଦେଶ ରେ ଘଟିଥିବା ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ୪୪ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଉର୍ଦ୍ଧ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀରର କିସ୍ତବାଡ଼ ଜିଲ୍ଲାରେ ଆଜି ସକାଳେ ଏକ ଯାତ୍ରୀବାହୀ…

You cannot copy content of this page