ଯାଜପୁରରେ ପୁଣି ୧୪ ପଜିଟିଭି, ଗୋଟିଏ ଦିନରେ ୧୭
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଯାଜପୁର ଜିଲ୍ଲାରେ ପୁଣି ୧୪ କରୋନା ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗୋଟିଏ ଦିନରେ ୧୭ ପଜିଟିଭ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାଜପୁରରେ ସକାଳୁ ୩ ଜଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିଥିବାବେଳେ ଅପରାହ୍ନରେ ପୁଣି ୧୪ ଜଣଙ୍କ କରୋନା ଆକ୍ରାନ୍ତଙ୍କୁ…