ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ
ଓଡିଶା ଫାଷ୍ଟ (ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଯାଜପୁର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଚିନ୍ମୟ କୁମାର ବେହୁରା । ତାଙ୍କ ସମ୍ପତ୍ତିର ମୂଲ୍ୟ ୧କୋଟି ୨ଲକ୍ଷ ୮୦ହଜାର ୧୪୫ ଟଙ୍କା । ଚିନ୍ମୟ ଏବେ ଡେପୁଟେଶନରେ ଟିସ୍କୋ କାଳିଆପାଣିଠାରେ…