ମନ୍ଦିର ପୂଜକଙ୍କୁ ଜିଅନ୍ତା ଜାଳିଦେଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜସ୍ଥାନରେ ଏକ ମନ୍ଦିର ଜମି ବିବାଦକୁ କେନ୍ଦ୍ର କରି କିଛି ଦୁର୍ବୃତ୍ତ ଜଣେ ପୂଜକଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ରାଜସ୍ଥାନ କରୌଲି ଜିଲ୍ଲା ବୁକନା ଗ୍ରାମରେ ଏଭଳି ଘଟଣା ଘଟିଛି। ପୂଜକ ଜଣକୁ ଗୁରୁତର ଅବସ୍ଥାରେ ଜୟପୁରସ୍ଥିତ ଏସ୍ଏମ୍ଏସ୍ ହସ୍ପିଟାଲ୍ରେ ଭର୍ତ୍ତି…