ଏହି ମନ୍ଦିରରୁ ପ୍ରସାଦ ଆଣିଲେ ପଡ଼େ ଘୋର ବିପଦ
ଆପଣ ଅନେକ ମନ୍ଦିର ଦେଖିଥିବେ ବା ଯାଇଥିବେ। ସେଠାରେ କିଛିନା କିଛି ଭୋଗ ଠାକୁରଙ୍କ ପାଖରେ ଲାଗି ହୋଇଥାଏ, ଆଉ ଭକ୍ତମାନଙ୍କୁ ତାହା ଦିଆଯାଇଥାଏ। ସେହିଭଳି ଭକ୍ତମାନେ ମଧ୍ୟ ଠାକୁରଙ୍କ ଆଗରେ କିଛି ପ୍ରସାଦ ଲଗେଇ ଘରକୁ ଆଣିଥାନ୍ତି। କିନ୍ତୁ ଭାରତରେ ଏମିତି ଏକ ହନୁମାନଙ୍କ ମନ୍ଦିର ଅଛି ଯେଉଁଠୁ…