ବୈଜୟନ୍ତ ନୁହେଁ ଜାଗି ଙ୍କୁ ସୁଯୋଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବୈଜୟନ୍ତ ନୁହେଁ ଜାଗି ମଙ୍ଗତ ପଣ୍ଡା ଯିବେ ଲୋକସଭା । କାହିଁକି ନା ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତ ସଂଘର ବୈଠକ ପାଇଁ ଓଡ଼ିଶା ଆସିଥିଲେ । ନିୟମ ଅନୁସାରେ ସଂଘର ବୈଠକ ସମୟରେ ସଂଘ ର କର୍ମୀଙ୍କ ବ୍ୟତୀତ କାହାକୁ ବୈଠକ କୁ ଯିବାକୁ ଅନୁମତି ଦିଆଯାଏ ନାହିଁ । ବିଜେପି…