Browsing Tag

jagannath temple puri

ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବ କାଳିଆ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜ୍ୱରରୁ ସୁସ୍ଥ ହେବା ପରେ ଶ୍ରୀଜିଉ ଆସନ୍ତା ବୁଧବାର ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବ । ଯାହାକୁ ଦେଖିବା ପାଇଁ ଭକ୍ତଙ୍କ ଅପେକ୍ଷା ନୀତି ନିର୍ଘଣ୍ଟ ମୁତାବକ ଭୋର ୬ଟାରୁ ଚକା ଅପସର ହେବ । ଏହା ପରେ ମଙ୍ଗଳାଳତି, ବଢ଼ି ମଇଲମ, ଅବକାଶ, ଦଶ ଅବତାର ଦିଅଁଙ୍କ…

ଦଶମୂଳମୋଦକ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଜ୍ୱରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କଠାରେ ଦଶମୂଳମୋଦକ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଦଇତା ଓ ପତିମହାପାତ୍ର ସେବାୟତ ତିନି ବାଡରେ ଶ୍ରୀଅଙ୍ଗରେ ଚନ୍ଦନ ଲେପନ କରିଛନ୍ତି । ଚନ୍ଦନରେ କର୍ପୂର, କେଶର ଓ କସ୍ତୁରୀ ମିଶାଇ…

୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟିଲା ଭ୍ୟାନ

ପୁରୀ : ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଆଜି ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ଫିଡସ୍ ମାରିବାରୁ…

ପୁରୀ ଟାଉନହଲରେ ରଥ ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ସମୀକ୍ଷା ବୈଠକ

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରଥଯାତ୍ରା ପ୍ରସ୍ତୁତିର ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି । ପୁରୀ ଟାଉନହଲରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶ୍ଵିନୀ ପାତ୍ର, ଉଷା ଦେବୀ, ଟୁକୁନି ସାହୁ,…

ଆଜି ପବିତ୍ର ସ୍ନାନପୂର୍ଣ୍ଣିମା: ଭକ୍ତଙ୍କୁ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ପବିତ୍ର ସ୍ନାନପୂର୍ଣ୍ଣିମା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଶ୍ରୀଜିଉମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ । ମହାପ୍ରଭୁଙ୍କ ହାତୀବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ପ୍ରବଳ ଉତକଣ୍ଠା ରହିଛି । ସୂଚନାଯୋଗ୍ୟ, ପ୍ରଭୁ ଜଗନ୍ନାଥ ଗଣପତି ଉପାସକ ଗଣପତି…

ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ଅଖ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ ଅଖ। ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ରାସ୍ତାକୁ ଭାଇବ୍ରେଟର ସାହାଯ୍ୟରେ ଖୋଳାଯାଉଛି। ଫାଟ ଥିବା ଅଖକୁ କଢାଯାଇ ନୂତନ ଅଖ ଲଗାଯିବ। ଅଖରେ ଫାଟ ଯୋଗୁ ଏହାକୁ ବଦଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଖରେ…

ଆଜି ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ଏକାଦଶୀ ନୀତି

ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ନୀତି । ରୁକ୍ମଣୀ ହରଣ ଏକାଦଶୀ ଅନୁଷ୍ଠିତ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ନୀତି । ମହାପ୍ରଭୁ ଆଜି ଶିଶୁପାଳକୁ ହରାଇ ରୁକ୍ମଣୀଙ୍କୁ ହରଣ କରିବେ । ସେଥିପାଇଁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନୀତି ନିର୍ଘଣ୍ଟ, ଅପରାହ୍ନ ୪ଟାରେ ରଥଟଣା ନୀତି

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପବିତ୍ର ରଥ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ସ୍ନାନଯାତ୍ରା, ରଥଯାତ୍ରା , ବାହୁଡା ଯାତ୍ରା ନୀତି ନିର୍ଘଣ୍ଟକୁ ପରିଚାଳନା କମିଟି ବୈଠକରେ ଅନୁମୋଦନ । ସ୍ନାନପୂର୍ଣ୍ଣିମା ଦିନ ଭକ୍ତଙ୍କ ଦର୍ଶନ ପାଇଁ…

ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରା

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀମନ୍ଦିର ଚୌହଦିରେ ବେଆଇନ ନିର୍ମାଣକୁ ବିରୋଧ କରି ଆଜି ଶ୍ରୀମନ୍ଦିର ବଞ୍ଚାଅ ପଦଯାତ୍ରା । ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରାକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହେଉଛନ୍ତି ଜିଲ୍ଲା ଆଇନଜିବୀ ସଂଘ ଓ ଉକ୍ରଳ ଛାତ୍ର ସଂଘ । ସେପଟେ କିନ୍ତୁ ପଦଯାତ୍ରା…

ଅଘଟଣ, ଶ୍ରୀମନ୍ଦିରରେ ରୋଷ ଘରେ ଭାଙ୍ଗି ଦେଲେ ୧୦୦ରୁ ଅଧିକ ଚୁଲି

ପୁରୀ : ଶ୍ରୀମନ୍ଦିର ରୋଷ ଘରେ ଅଘଟଣ । ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତ ପାଇଁ ରୋଷ ଘରେ ୧୦୦ ଚୁଲିରୁ ଅଧିକ ଭାଙ୍ଗିଲେ ଦୁର୍ବୃତ୍ତ । ଏଥିରେ ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୧୦୦ ଚୁଲି ରହିଥିବା ସୂଚନା । କେବେଳ ଚାବି ପଡି ରହିଥିବା ଉତ୍ତରପାର୍ଶ୍ବ ଚୁଲି, ଏମାର ଚୁଲି, ଓଡିଆ ଚୁଲି…