କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କଲେ ଜଗନ୍ନାଥ ପ୍ରଧାନ ଓ ତାଙ୍କ ଭାଇ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରନା ଦିନକୁ ଦିନ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ସମଗ୍ର ଦେଶବାସୀ ଏକତ୍ରିତ ହୋଇ ସରକାରଙ୍କ ରିଲିଫ ପାଣ୍ଠିକୁ ସହଯୋଗର ହାତ ବଢ଼ାଉଛନ୍ତି । ଭୁବନେଶ୍ୱର ର ବିଜେପି ନେତା ଜଗନ୍ନାଥ ପ୍ରଧାନ କରୋନା ମୁକାବିଲା ପାଇଁ…