ଜଗନ୍ନାଥଙ୍କ ୬ ଏକର ଜମିକୁ କିଣିଲା ଇଣ୍ଡିଆନ୍ ଅଏଲ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଟଣୀ ବ୍ଲକ୍ ଛଣଘର ପଞ୍ଚାୟତରେ ଥିବା ୬ ଶହ ଏକର ଜମିକୁ କିଣିଲା ଇଣ୍ଡିଆନ୍ ଅଏଲ୍ କର୍ତ୍ତୃପକ୍ଷ। ଇଣ୍ଡିଆନ ଅଏଲ୍ ଅନେକ ଜମିକୁ ବ୍ୟବହାର କରୁଥିବା ନେଇ ସ୍ଥାନୀୟ କିଛି ଲୋକେ ଅଭିଯୋଗ ଆଣିଥିଲେ। ତେଣୁ ଇଣ୍ଡିଆନ୍ ଅଏଲ୍ ତା’ର ଆବଶ୍ୟକତାକୁ ନେଇ ଜଗନ୍ନାଥଙ୍କ ଜମିର ଖାତା…